Here :  

"ତୁମ ସଂପର୍କରେ"

"ତୁମ ସଂପର୍କରେ"
ତୁମ ସଂପର୍କରେ ତୁମ ପାଇଁ
ଖୋଲା ମନର ନିରୋଳା କଥା
"ତୁମ ସଂପର୍କରେ"

କ'ଣ ଲେଖିବି, କେମିତି ଲେଖିବି, କ'ଣବା ଲେଖିବି
ମୋର ଏଇ ଲେଖନୀ ମୁନରେ ବୋଧହୁଏ ବହୁତ କମ ହୋଇୟିବ
ସେ ୟାହା ହେଉନା କାହିକି
ୟାହାବି ଦେଖୁଚି, ୟାହାବି ଶୁଣୁଚି, ୟାହାବି ଲେଖିବାକୁ ୟାଉଛି
ସବୁକିଛି ତୁମ ସଂପର୍କରେ ................

କେଉଁଠାରୁ ଆରମ୍ଭ କରିବି, କ'ଣବା ଆରମ୍ଭ କରିବି, କେମିତି ଆରମ୍ଭ କରିବି
ଡର ଲାଗୁଛି କାଳେ ଭୁଲ ହୋଇୟିବ
ସେଇ ପ୍ରଥମ ପଦଟି ତୁମ ସଂପର୍କରେ ର ...........

ସେ ୟାହା ହେଉନା କାହିକି
'ସ୍ମୁତିର ତାଜମହଲ' ନିର୍ମାଣ ନ ହୋଇ ପାରିଲା ନାହି
'କୋର୍ଣାକ ର ଭଗ୍ନ୍ମ ମୁଖଶାଳା' ଟିଏ ତିଆରି ହୋଇଗଲା ........
ଆଶା ତୁମେ ପଢିସାରି କହିବ ନିଶ୍ଚଯ ଭଲ ହୋଇଚି........

( କେହିଜଣେ) ଲେଖକ-ଉଲ୍ଲାସ ସାହୁ
cell-9439069877,9692643677
8093129877,9937867377
website- http://ullassahoo.yolasite.com/