"ଘରେ ମନାକରିଛନ୍ତି"
ଭାବିଛି ତୁମକୁ ଆଜି କିଛି କହିଥାଆନ୍ତି
କିନ୍ତୁ କହିପାରିବିନି କାରଣ ଘରେ ମନାକରିଛନ୍ତି ......
କଲେଜ ୟାଉଛୁ ପାଠ ପଢିବାକୁ ବାପା ମୋତେ କହିଥାଆନ୍ତି
ଜିନ୍ସ ପିନ୍ଧି କଲେଜ ୟିବକୁ ବୋଉ ମନାକରିଥାଆନ୍ତି
ହେଲେ ଜିନ୍ସ ପିନ୍ଧି କଲେଜ ନ ଗଲେ ମୋତେ କେହିବି ଚାହିଁ ନ ଥାଆନ୍ତି
ଭାବିଛି ଆଜି ଜିନ୍ସ ପିନ୍ଧି କଲେଜ ୟାଇଥାଆନ୍ତି
କ'ଣ ୟିବିକି ..... ନା ଘରେ ମନାକରିଛନ୍ତି